ଦିନିକିଆ ବିଶ୍ୱକପ କ୍ରିକେଟ: କଟ ଅଫ ଡେଟ ଜାରୀ କଲା ଆଇିସିସି, ବିପଦରେ ଏହି ଟିମ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦିିନିକିଆ ବିଶ୍ୱକପ ୨୦୨୭ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆଇସିସି କ୍ୱାଲିଫାଇ ପ୍ରକ୍ରିୟା ପାଇଁ କଟ ଅଫ ଡେଟ ଜାରୀ କରିଛି । ଏହା ଲାଗୁ ହେବା ପରେ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜର ବିଶ୍ୱକପ ଖେଳିବା ସମ୍ଭାବନା କ୍ଷୀଣ ହୋଇଛି । ୩୦…