‘Second Class Passenger’: ‘’ସେକେଣ୍ଡ କ୍ଳାସ ପାସେଞ୍ଜର’ କହିବା ବନ୍ଦ କର’, ରେଳବାଇକୁ…
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବ୍ୟବହୃତ ଶବ୍ଦାବଳୀକୁ ନେଇ ସୁପ୍ରିମକୋର୍ଟ କଠୋର ମତ ଦେଇଛନ୍ତି। କୌଣସି ବ୍ୟକ୍ତିଙ୍କୁ ‘ସେକେଣ୍ଡ କ୍ଲାସ୍ ଯାତ୍ରୀ’ ବୋଲି ସମ୍ବୋଧନ କରିବା ସଂବିଧାନର ମର୍ଯ୍ୟାଦା ଓ ସମାନତାର ମୂଳ ଭାବନା ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ଅଦାଲତ କହିଛନ୍ତି। ଜଷ୍ଟିସ୍ ସଞ୍ଜୟ…