Latest Odisha News

BREAKING NEWS

Yearly Archives

2026

ସିଏମ୍ଓରୁ ଫାଇଲ୍ ଗାଏବ ମାମଲାର ଖୋଳତାଡ଼: କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତି ତଥା ପ୍ରଶାସନିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର (ସିଏମ୍ଓ)ରୁ ତଦନ୍ତ କମିଶନ ଫାଇଲ ହଜିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ତତ୍କାଳୀନ…

ଶ୍ୟାମ ମେଟାଲିକ୍ସ ପକ୍ଷରୁ ଓଡ଼ିଶାରେ ଆଲୁମିନିୟମ ଫଏଲ୍ କାରଖାନା କାର୍ଯ୍ୟକ୍ଷମ, ସେପ୍ଟେମ୍ବରରେ FRP ପ୍ଲାଣ୍ଟ…

ଭୁବନେଶ୍ୱର: ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ସହାୟକ କମ୍ପାନି ଏସ୍‌ଏମ୍‌ଇଏଲ୍ ଷ୍ଟିଲ୍ ଷ୍ଟ୍ରକ୍‌ଚରାଲ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସମ୍ବଲପୁର ସ୍ଥିତ ଆଲୁମିନିୟମ ଫଏଲ୍ କାରଖାନାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ଘୋଷଣା କରାଯାଇଛି। ଏହି କାରଖାନାର କ୍ଷମତା ହେଉଛି…

Vikram-1 ‘Cab to Orbit’ : ହୀରା ପଦ୍ମ, ସୁନା ରକେଟ୍…କ୍ୟାବ୍ ବୁକ୍ ଭଳି ରକେଟ୍ ବୁକ୍! ଇତିହାସ…

ଶ୍ରୀହରିକୋଟା: ଉବର କିମ୍ବା ଓଲା ବୁକ୍ କରିବା ଭଳି ଯଦି ମହାକାଶକୁ ଉପଗ୍ରହ ପଠାଇବା ପାଇଁ ରକେଟ୍ ବୁକ୍ କରିହେବ? ତେବେ କିପରି ହୁଅନ୍ତା…ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ବାସ୍ତବରେ ପରିଣତ କରିଦେଖାଇଛି ଭାରତର ଘରୋଇ କମ୍ପାନି ସ୍କାଇରୁଟ୍ ଏରୋସ୍ପେସ୍। ଭାରତର ମହାକାଶ ସ୍ୱପ୍ନକୁ…

ପଞ୍ଚାୟତିରାଜ ବିଭାଗ ନାଁରେ ଭାଇରାଲ୍ ହେଉଛି ନକଲି ପଦୋନ୍ନତି ଆଦେଶ: ସାଇବର ତଦନ୍ତ ପାଇଁ ଗୃହ ବିଭାଗକୁ ଚିଠି

ଭୁବନେଶ୍ୱର: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ନକଲି ସରକାରୀ ବିଜ୍ଞପ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ଏକ ଜାଲ୍ ପଦୋନ୍ନତି ସୋଶିଆଲ ମିଡିଆରେ ପ୍ରମୋସନ୍ ଅର୍ଡର ପ୍ରସ୍ତୁତ କରାଯାଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବ୍ୟାପକ…

ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖି ଗିରଫ ହେଲେ ପୋଲିସ ବାବୁ

ଛତ୍ରପୁର: ମହଙ୍ଗା ପଡ଼ିଲା ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିବା । ମହିଳାଙ୍କ ଅଭିଯୋଗରେ ଗିରଫ ହେଲେ ଓଏଏସଆଇ । ଛତ୍ରପୁର ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଛତ୍ରପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ ତଥା ପ୍ରଶିକ୍ଷଣରେ ଥିବା…

ଜନ୍ମଦିନର ସରପ୍ରାଇଜ୍ ପାଲଟିଲା ମୃତ୍ୟୁର ଫାଶ: ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ ଓ ପ୍ରେମିକ

ବାଲେଶ୍ୱର: ପବିତ୍ର ବୈବାହିକ ସମ୍ପର୍କରେ କଳଙ୍କ ଲଗାଇବା ଭଳି ଏକ ସାଂଘାତିକ ତଥା ଲୋମହର୍ଷଣକାରୀ ଘଟଣା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଯାଇଛି। ସ୍ତ୍ରୀର ଜନ୍ମଦିନରେ ତାଙ୍କୁ ଖୁସି କରିବା ପାଇଁ ହଠାତ୍ ଘରେ ପହଞ୍ଚିଥିବା ସ୍ୱାମୀଙ୍କୁ ଏହାର ବଡ଼ ମୂଲ୍ୟ ଚୁକାଇବାକୁ…

ଅମିର ଖାନଙ୍କ ତୃତୀୟ ବିବାହକୁ ଲଭ୍ ଜିହାଦ କହିବା ସହ, ଗଳା କାଟି ହତ୍ୟା କରିବାକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଧମକ

ମୁମ୍ବାଇ: ଏବେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅମିର ଖାନ । ନିକଟରେ ତୃତୀୟ ବିବାହ କରିଛନ୍ତି ଅମିର ଖାନ୍, ତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଧମକ ଦେଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବଂ ଅଡିଓ କ୍ଲିପ୍ ପ୍ରକାଶ ପାଇଛି, ଏହାକୁ ଲରେନ୍ସ…

Skyroot’s Vikram-1: ସଫଳ ହେଲା ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍‌କ୍ଷେପଣ, ମହାକାଶକୁ ଗଲା…

ଶ୍ରୀହରିକୋଟା: ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ଶନିବାର ଏକ ଐତିହାସିକ ଦିନ ପାଲଟିଛି। ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍‌କ୍ଷେପଣ କରିଛି । ରକେଟ୍‌ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ…

ବନ୍ୟଜନ୍ତୁଙ୍କ ପାଇଁ ବିଛାଯାଇଥିଲା ମୃତ୍ୟୁ ଜାଲ: କରେଣ୍ଟ ଲାଗି ଗଲା ଦୁଇ ଜଣଙ୍କ ଜୀବନ, ଗାଁରେ ଶୋକାକୁଳ ପରିବେଶ

ବାଲେଶ୍ୱର: ଜମିରେ ଫସଲ ସୁରକ୍ଷା ପାଇଁ କିମ୍ବା ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ବାଡ଼ ପୁଣିଥରେ ନିରୀହଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅଧିନରେ ଥିବା ମହିଷାପଣ୍ଡା ଗାଁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ…

‘Second Class Passenger’: ‘’ସେକେଣ୍ଡ କ୍ଳାସ ପାସେଞ୍ଜର’ କହିବା ବନ୍ଦ କର’, ରେଳବାଇକୁ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବ୍ୟବହୃତ ଶବ୍ଦାବଳୀକୁ ନେଇ ସୁପ୍ରିମକୋର୍ଟ କଠୋର ମତ ଦେଇଛନ୍ତି। କୌଣସି ବ୍ୟକ୍ତିଙ୍କୁ ‘ସେକେଣ୍ଡ କ୍ଲାସ୍ ଯାତ୍ରୀ’ ବୋଲି ସମ୍ବୋଧନ କରିବା ସଂବିଧାନର ମର୍ଯ୍ୟାଦା ଓ ସମାନତାର ମୂଳ ଭାବନା ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ଅଦାଲତ କହିଛନ୍ତି। ଜଷ୍ଟିସ୍ ସଞ୍ଜୟ…