Latest Odisha News

BREAKING NEWS

Yearly Archives

2026

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହାଣିଲା ବାପା

ବାରିପଦା: ବାପା ପାଖେ ଅଳି ଅଝଟ ହୁଅନ୍ତି ପିଲା। ବାପାଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ସ୍ନେହ ଓ ଆଦରର ପ୍ରତୀକ। ପିଲାମାନେ ନିଜର ସବୁ ଇଚ୍ଛା ଏବଂ ଅଳି ଅଝଟ କେବଳ ବାପାଙ୍କ ପାଖରେ ହିଁ ପ୍ରକାଶ କରିଥାନ୍ତି। କଥାରେ ଅଛି ବାପା ଥିଲେ ଭୟ ନାହିଁ। ହେଲେ ଏଠି ନିଜେ ବାପା ସାଜିଲା ଜହ୍ଲାଦ। କବାଟ…

Bills for Monsoon Session: ସଂସଦର ମୌସୁମୀ ଅଧିବେଶନରେ ଆସିପାରେ ଏହି ୫ ନୂଆ ବିଲ୍, ସରକାରଙ୍କ ଏଜେଣ୍ଡାକୁ ନେଇ…

ନୂଆଦିଲ୍ଲୀ: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଦିଲ୍ଲୀରେ ରାଜନୈତିକ ସରଗରମ ବଢ଼ିଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୈଠକ ପରେ ବୈଠକ ଚାଲିଥିବା ବେଳେ, କେନ୍ଦ୍ର ସରକାର ଏହି ଅଧିବେଶନରେ କେଉଁ ବିଲ୍ ଆଣିପାରନ୍ତି ସେନେଇ ଏକ ତାଲିକା ସାମ୍ନାକୁ ଆସିଛି।…

ବ୍ରହ୍ମପୁର ଗୋଳନ୍ଥରା ଥାନା ସମ୍ମୁଖରେ ବୁଲିଲା ଖଣ୍ଡା: ଆକ୍ରମଣରେ ମହିଳା କର୍ମଚାରୀ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ଗତକାଲି ରାତିରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ଦେଖିବାକୁ ମିଳିଛି। ଥାନା ସାମ୍ନାରେ ଥିବା ଏକ ଚା’ ଦୋକାନ ନିକଟରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର…

ଜନ୍ତରମନ୍ତରରେ ସୋନମ ୱାଙ୍ଗଚୁକ୍‌ଙ୍କ ଜୀବନ ସଙ୍କଟାପନ୍ନ: ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କ’ଣ ହେବ କାଲିର ବିଶାଳ…

ନୂଆଦିଲ୍ଲୀ: ବିଶିଷ୍ଟ ପରିବେଶବିତ୍ ତଥା ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନ ଏବେ ଏକ ନିର୍ଣ୍ଣାୟକ ତଥା ବିସ୍ଫୋରକ ମୋଡ଼ରେ ପହଞ୍ଚିଛି। ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଅନଶନ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ…

Tahia Broke During Pahandi: ବାହୁବଳୀ ସେବାୟତ ସମ୍ଭାଳି ପାରିଲେନି ଜଗାଭାର, ଢଳିଲା କାଳିଆ, ଭାଙ୍ଗିଲା ଟାହିଆ!

ପୁରୀ: ବିଶ୍ୱନିୟନ୍ତାଙ୍କ ଲୀଳାକୁ କିଏ ବା ବୁଝିପାରିବ! କେବେ ଭକ୍ତଙ୍କୁ ହସାନ୍ତି, ତ କେବେ ଆଖିରେ ଲୁହ ଭରି ଦିଅନ୍ତି। ଚଳିତ ବର୍ଷର ରଥଯାତ୍ରାରେ ମଧ୍ୟ ଏମିତି ଏକ ଘଟଣା ଘଟିଲା, ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବ୍ୟଥିତ କରିଦେଇଛି । ପହଣ୍ଡି ବେଳେ ବିନା ଟାହିଆରେ ରଥାରୂଢ଼…

Rath Yatra 2026: ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିଲା ତିନି ରଥ, ହରିବୋଲ… ହୁଳହୁଳିରେ କମ୍ପୁଛି ପୁରୀ ବଡ଼ଦାଣ୍ଡ

ପୁରୀ: ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା । ଶରଧାବାଲି ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ମାଉସୀ ଘର ଅଭିମୁଖେ ଆଗେଇ ଚାଲିଛନ୍ତି ମହାପ୍ରଭୁ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ…

ଗେଟମ୍ୟାନ୍‌ଙ୍କ ଗୋଟିଏ ଭୁଲ୍ ନେଲା ନିରୀହଙ୍କ ଜୀବନ! ମୁର୍ସିଦାବାଦରେ ଟ୍ରେନ୍-ପୁଲ୍ କାର୍ ଧକ୍କା, ୨ ଛାତ୍ରଙ୍କ ସମେତ ୩…

ମୁର୍ସିଦାବାଦ: ସକାଳୁ ସକାଳୁ ଖୁସିରେ ସ୍କୁଲ୍ ବାହାରିଥିଲେ କୁନି କୁନି ପିଲା। ହେଲେ କିଏ ଜାଣିଥିଲା ବାଟରେ ଜଗି ବସିଛି ମୃତ୍ୟୁ! ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ରେଳ ଫାଟକ ପାର୍ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ…

NEET UG 2026 ଫଳ ପ୍ରକାଶ: ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ…

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ ମେଡିକାଲ କୋର୍ସରେ…

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ; ଆହୁରି ୨ ଦିନ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ। ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ…

ପୁରୀ ରଥଯାତ୍ରାରେ ଅଘଟଣ ପରେ ତେଜିଲା ରାଜନୀତି: ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ କ୍ଷୁବ୍ଧ କଂଗ୍ରେସ,…

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଘଟିଥିବା ଅଘଟଣରେ ଭକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଆଣି ଓଡ଼ିଶା ପ୍ରଦେଶ…