ଶ୍ୱେତଗଙ୍ଗାରେ ଚାଲିଗଲା ଯୁବକଙ୍କ ଜୀବନ
ପୁରୀ:ପୁରୀରେ ତୀର୍ଥ ପୁଷ୍କରିଣୀରେ ଅଘଟଣ । ପୁରୀର ଶେତ୍ବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ସତ୍ୟଭାମାପୁରର ସମ୍ବିତ ପ୍ରଧାନ।
ସମ୍ବିତ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ…