Divine Mystery of Rath Yatra: ହଟିଆ ଠାକୁରର ହଟ ଲୀଳା; ରଥରେ ଚଢ଼ିବାକୁ ମନା କରିଦେଇଥିଲା ମନୁଆ, ୪୫ ମିନିଟ୍ ଧରି…
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ମହାପ୍ରଭୁଙ୍କ ଅନନ୍ତ ଲୀଳା ଓ ଅଲୌକିକ ରହସ୍ୟର ପ୍ରତୀକ। ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ…