ହର୍ମୁଜରେ ହେବ ହଟ ଲାଇନ୍; କାହିଁକି ଏଭଳି କହିଲା ଇରାନ…
ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଆମେରିକା ଏବଂ ଇରାନ ଅନେକ ପ୍ରସଙ୍ଗରେ ସହମତିରେ ପହଞ୍ଚିଥିଲେ ମଧ୍ୟ ହର୍ମୁଜ ପ୍ରଣାଳୀ ଉପରେ ଇରାନର ମତ ପ୍ରାୟତଃ ଅପରିବର୍ତ୍ତିତ ଥିବା ପରି ମନେ ହେଉଛି।
ତେହେରାନର ମୁଖ୍ୟ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫ ସୋମବାର…