Loktak Lake: ପାଣିରେ ଭାସୁଛି ଭୂମି…ଭାସମାନ ଭୂମିରେ ନିଇତି ବଦଳୁଛି ଠିକଣା…
ଇମ୍ଫାଲ୍: ଭାବନ୍ତୁ ତ, ଗୋଟିଏ ହ୍ରଦ... ଆଉ ସେହି ହ୍ରଦର ପାଣି ଉପରେ ଭାସୁଛି ଭୂମି। ଆଉ ସେହି ଭାସମାନ ଭୂମି ଉପରେ ରହିଛି ଜଙ୍ଗଲ, ବନ୍ୟଜନ୍ତୁ, ଏପରିକି ଲୋକଙ୍କ ବସବାସ ମଧ୍ୟ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରହିଛି…