ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର; ଶବବାହକ ଗାଡ଼ି ମିଳିଲାନି,ପତ୍ନୀଙ୍କ ମୃତଦେହକୁ ବାଇକ୍ରେ ଆଣିଲେ ଅସହାୟ ସ୍ୱାମୀ
ଝାରସୁଗୁଡ଼ା:ଶବ ବାହକ ଗାଡ଼ି ନ ମିଳିବାରୁ ବାଇକରେ ପତ୍ନୀର ଶବ ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ଏକ ହୃଦୟ ବିଦାରକ ଘଟଣା । ଝାରସୁଗୁଡ଼ା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହେବାରୁ ଶନିବାର…