Latest Odisha News

BREAKING NEWS

Yearly Archives

2026

ବିଜେଡି ନିଲମ୍ବନ ନ କରି ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି: ସୌଭିକ

ଭୁବନେଶ୍ୱର: ଆଜି ସୌଭିକ ବିଶ୍ୱାଳ ପ୍ରେସ ମିଟ କରି ବିଜେଡି ଉପରେ ବର୍ଷିଛନ୍ତି । ସେ ସିଧା ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି । ପ୍ରେସ ମିଟର ସେ କହିଥିଲେ କି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି କଲେ ବି ତାହାକୁ ସାମ୍ନା…

ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଗୀତକୁ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ଗାଇଛନ୍ତି ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍‌ରେ…

ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ

ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ। ଏହାକୁ ଅବକାରୀ ବିଭାଗ କଡ଼ାକଡ଼ି ଭାବେ ପାଳନ…

ଏତେ ସହଜ ନୁହେଁ ଆଇପିଏଲର ଏହି ରେକର୍ଡ ଭାଙ୍ଗିବା

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଆଇପିଏଲ ୨୦୨୬ ସଂସ୍କରଣ ଆରମ୍ଭ ହୋଇଯିବ । ଏହି ସଂସ୍କରଣରେ ଅନେକ ନୂଆ ରେକର୍ଡ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଇପିଏଲ ଇତିହାସର ୬ଟି ରେକର୍ଡ ଭାଙ୍ଗିବା ଏତେଟା ସହଜ ନୁହେଁ । ଆସନ୍ତୁ ନଜର ପକାଇବା ଏହି ସବୁ ରେକର୍ଡ ଉପରେ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ…

Former MLA, family Ostracised : ଅଲଗା ଜାତିରେ ବିବାହ; ପୂର୍ବତନ ବିଧାୟକଙ୍କ ପରିବାରକୁ ବାସନ୍ଦ 

ନବରଙ୍ଗପୁର: ଆନ୍ତଃଜାତି ବିବାହ ପାଇଁ ପୂର୍ବତନ ବିଧାୟକ ଏବଂ ପରିବାରକୁ ବାସନ୍ଦ। ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଏବଂ ତାଙ୍କ ପରିବାର, ତାଙ୍କ ଝିଅ ପାଇଁ ଆନ୍ତଃଜାତି ବିବାହ ଠିକ୍ କରିଥିବା ବେଳେ ସାମାଜିକ ପରମ୍ପରା ଉଲ୍ଲଂଘନ କରିଥିବା ଅଭିଯୋଗ କରି ଜିଲ୍ଲା ଭତ୍ରା…

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ୨ ବର୍ଷିଆ ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬…

କଟକକୁ କଳଙ୍କିତ କଲେ ୩ ବିଧାୟକ: ସୁବାସ ସିଂ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ ସେ କହିଛନ୍ତି । କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଛନ୍ତି ସୁବାସ । ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ ୩ଜଣ କଟକକୁ…

ମୋବାଇଲ୍ ବ୍ୟବହାର କ୍ଷେତ୍ରରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି

ଭୁବନେଶ୍ୱର: ଦିନକୁ ଦିନ ମୋବାଇଲର ଚାହିଦା ବଢିବଢି ଚାଲିଛି। ବର୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । କାହା କାହା ହାତରେ ୨ଟି ମୋବାଇଲ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ…

୨ ଦିନ ପରେ ବଢିବ ଖରା ଓ ତାତି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି। ଗତକାଲି ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏଥିସହ ରାଜ୍ୟର କିଛି କିଛି ସ୍ଥାନର ସର୍ବୋଚ୍ଚ ଦିନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ…