Latest Odisha News

BREAKING NEWS

Yearly Archives

2026

Srinagar Central jail: ଆତଙ୍କୀ ଲିଙ୍କ ତଦନ୍ତରେ ବଡ଼ ଖୁଲାସା: ଶ୍ରୀନଗର କେନ୍ଦ୍ରୀୟ ଜେଲରେ CIKର ବଡ଼…

ଶ୍ରୀନଗର:ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ଏକ ଆତଙ୍କବାଦ ମାମଲାରେ ଶ୍ରୀନଗରର ଅତ୍ୟନ୍ତ ସୁରକ୍ଷିତ କେନ୍ଦ୍ରୀୟ ଜେଲରେ ଚଢାଉ କରି ଡିଜିଟାଲ୍ ଡିଭାଇସ୍ ଜବତ କରିଛି । ଶନିବାର ଦିନ, CIK ସନ୍ଦେହଜନକ ଡିଜିଟାଲ୍ ହସ୍ତାକ୍ଷର ବିଷୟରେ ବୈଷୟିକ ସୂଚନା…

ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ରାଘବ ଚଢା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ଛାଡି ରାଘବ ଚଢା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖାଯାଇଛି। କାରଣ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି (ଜେନ ଜେଡ) ଥିଲେ।…

ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆରମ୍ଭ ହୋଇଛି କୁମ୍ଭୀର ପ୍ରଜନନ ଋତୁ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକାକୁ ବନ୍ଦ ରଖାଯିବ । ତେବେ ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ବୋଲି…

ସମୁଦ୍ର ପଥରେ ଆସିପାରୁନି ତେଲ; ଓଡ଼ିଶାରେ ଲାଗୁ ହେଲା କଟକଣା, ନମାନିଲେ ଆକ୍ସନ୍

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି ନୂଆ ନିୟମ ଆଣିଛନ୍ତି । ଏଣିକି ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଥରକେ ୫୦…

କଭରେଜ୍ ସମୟରେ ସାମ୍ବାଦିକଙ୍କୁ ଗାଳିଗୁଲଜ, ମାରିଦେବାକୁ ଧମକ 

ସମ୍ୱଲପୁର: ସମ୍ୱଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ମାରିଦେବାକୁ ଦିଆଗଲା ଧମକ। ସମ୍ବଲପୁର ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମ କଭରେଜ୍ କରିବା ସମୟରେ ଜଣେ ସାମ୍ବାଦିକଙ୍କୁ ହଇରାଣ କରାଯିବ ସହ ତାଙ୍କୁ ହତ୍ୟା ଧମକର ଦିଆଯାଇଛି।…

କେଉଁ ଦେଶରେ ସର୍ବାଧିକ ଦେଖାଯାଏ ପର୍ଣ୍ଣ, ଭାରତର ସ୍ଥାନ କେତେ?

ନୂଆଦିଲ୍ଲୀ: ବିହାରର ପୂର୍ଣ୍ଣିଆର ନିର୍ଦଳୀୟ ସାଂସଦ ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସାରା ଦେଶରେ ରାଜନୈତିକ ପରିବେଶକୁ ସରଗରମ କରିଛି। ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ସେ କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରାୟ…

କଟକରୁ ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ

କଟକ: ଅବୈଧ ଏଲପିଜି ସିଲିଣ୍ଡର ଗଚ୍ଛିତ ଏବଂ କଳାବଜାରୀ ବିରୋଧରେ ରାଜ୍ୟବ୍ୟାପୀ ଚାଲିଛି ଅଭିଯାନ। ଏହି ପରିପ୍ରେକ୍ଷୀରେ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍ ଶନିବାର କଟକ ଜିଲ୍ଲାରେ ୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରିଛି। କଟକ ସଦର ଥାନା…

Mamata’s dare to PM: “ଯମୁନାରେ ବୁଡ଼ ପକାଇ ଦେଖାଅ”, ମୋଦିଙ୍କ ହୁଗୁଳି ଫଟୋସୁଟ୍ ନେଇ ବର୍ଷିଲେ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ତୀବ୍ର ବୟାନବାଜି ଦେଖିବାକୁ ମିଳିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଗୁଳି ନଦୀରେ ଡଙ୍ଗା ଯାତ୍ରାକୁ କଡ଼ା ସମାଲୋଚନା କରି ଏହାକୁ କେବଳ ଫଟୋସୁଟ୍ ଏବଂ ନିର୍ବାଚନୀ ଷ୍ଟଣ୍ଟ୍ ବୋଲି କହିଛନ୍ତି।…

କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ‘ରେହମାନ ଡକୈତ୍’: ବିଜେପି ଜାରି କଲା ଦ୍ୱିତୀୟ ‘ଶୀଶମହଲ’…

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ବିଜେପି ନେତା ପରବେଶ ବର୍ମା ଶନିବାର ଦିନ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରି ତାଙ୍କୁ "ଦିଲ୍ଲୀର ରେହମାନ ଡକୈତ" ବୋଲି ଅଭିହିତ କରିଛନ୍ତି। ଏହାସହ ଅଭିଯୋଗ କରିଛନ୍ତି ଯେ ସେ ଦ୍ୱିତୀୟ "ଶୀଶ ମହଲ" ନିର୍ମାଣ କରିଛନ୍ତି। ବର୍ମା…

ପେଟ ସମସ୍ୟା ପାଇଁ ରାମବାଣ ‘ପାନମଧୁରୀ’: ଡିନର୍ ପୂର୍ବରୁ ଖାଇଲେ ରହିବନି ଏସିଡିଟି ଓ କୋଷ୍ଠକାଠିନ୍ୟ…

ନୂଆଦିଲ୍ଲୀ: ଆମ ରୋଷେଇ ଘରେ 'ପାନମଧୁରୀ' ଏକ ସାଧାରଣ ତଥା ଅତ୍ୟାବଶ୍ୟକ ମସଲା। ହୋଟେଲ୍ ହେଉ କିମ୍ବା ଘର, ଖାଇବା ପରେ ପାନମଧୁରୀ ଚୋବାଇବାର ପରମ୍ପରା ଆମର ବହୁ ପୁରୁଣା। ସାଧାରଣତଃ ଲୋକେ ମୁଖବାସ ଭାବରେ ଖାଇବା ପରେ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି, ରାତ୍ରିଭୋଜନ କରିବାର…