ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ଜଣକ ପୁରୀ ଜିଲ୍ଲାର ହୋଇଥିବା ବେଳେ ରୋପୱେ ମରାମତି କରିବାକୁ ୨୮ ତାରିଖରେ ସେଠାକୁ ଆସିଥିଲେ ବୋଲି କୁହାଯାଉଛି।
ଗତ ୨୮ ତାରିଖରୁ ସ୍ଥାନୀୟ ଅଞ୍ଚଳରେ…