Court Videos Barred: “24×7 ମନୋରଞ୍ଜନ ଚ୍ୟାନେଲ୍ ନୁହେଁ କୋର୍ଟ”, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?,…
ନୂଆଦିଲ୍ଲୀ: କୋର୍ଟ କାର୍ଯ୍ୟବିଧିର ଅଡିଓ ଓ ଭିଡିଓ ରେକର୍ଡିଂକୁ ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ, ଏଡିଟ୍, ପୁନଃଅପଲୋଡ୍ କିମ୍ବା ବ୍ୟବସାୟିକ ଭାବେ ବ୍ୟବହାର କରିବା ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁକ୍ରବାର ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍…