India-US trade deal: ଆମେରିକାକୁ ଭାରତର ନା! ମନ୍ତ୍ରୀ କହିଦେଲେ, ‘ସେପର୍ଯ୍ୟନ୍ତ ସାଇନ୍ ହେବନି…
ନୂଆଦିଲ୍ଲୀ: ‘ନୋ ମିନ୍ସ ନୋ’, ଆଭିମୁଖ୍ୟରେ ଭାରତ
ଗୋଟିଏ ସର୍ତ୍ତରେ ଅଟକିଛି, ଭାରତ-ଆମେରିକା ଟ୍ରେଡ୍ ଡିଲ୍!
ବହୁ ପ୍ରତୀକ୍ଷିତ ତଥା ବହୁଚର୍ଚ୍ଚିତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ବାରମ୍ବାର ଆମେରିକା ପକ୍ଷରୁ…