ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ, ଝଡବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ବିଜୁଳି ଘଡଘଡି ନେଇ ପୁରା ରାଜ୍ୟକୁ ସତର୍କ ସୂଚନା ଜାରି ହୋଇଛି। ୯ ଜିଲ୍ଲାକୁ ଅରେଞ୍ଜ, ୨୧ ଜିଲ୍ଲାକୁ ୟେଲୋ…