ରୁଷିଆରେ ୟୁକ୍ରେନର ଭୟଙ୍କର ଡ୍ରୋନ୍ ଆକ୍ରମଣ: ୱାଇଲ୍ଡବେରିସ୍ ଗୋଦାମରେ ବିସ୍ଫୋରଣ, ୯ ମୃତ ଓ ୮୦ ଆହତ
ମସ୍କୋ: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି। ୟୁକ୍ରେନ୍ ପକ୍ଷରୁ ରୁଷିଆ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି। ରୁଷିଆର ପ୍ରସିଦ୍ଧ ଇ-କମର୍ସ କମ୍ପାନୀ 'ୱାଇଲ୍ଡବେରିସ୍'ର ଏକ ବିଶାଳ ଗୋଦାମକୁ ଟାର୍ଗେଟ୍ କରି ୟୁକ୍ରେନ୍ ଏହି ଡ୍ରୋନ୍…