ଜେଲ୍ ଗେଟ୍ରୁ ଗ୍ୟାଙ୍ଗଷ୍ଟରଙ୍କ ‘THAR’ Welcome: ଆକ୍ସନ ମୋଡ୍ରେ ଗୃହ ବିଭାଗ!
କଟକ: କଟକ ଚୌଦ୍ୱାର ସର୍କଲ ଜେଲ୍ ପରିସରରେ ଘଟିଯାଇଛି ଏକ ସାଂଘାତିକ ଘଟଣା, ଯାହା ଓଡ଼ିଶା କାରାଗାର ବିଭାଗର ସୁରକ୍ଷା ଓ ନିୟମାବଳୀ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଳା ଗ୍ଲାସ୍ ଲାଗିଥିବା ଏକ ବିଳାସପୂର୍ଣ୍ଣ ‘ମହିନ୍ଦ୍ରା ଥାର୍’ ଗାଡ଼ି ସମସ୍ତ ସୁରକ୍ଷା ବଳୟକୁ ଭାଙ୍ଗି…