ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡି. ଆର୍. ଡି. ଓ.) ଏବଂ ଭାରତୀୟ ବାୟୁସେନା (ଆଇ. ଏ. ଏଫ୍.) ଏକ ବାୟୁସେନା ବିମାନରୁ ଆକାଶରୁ ଭୂପୃଷ୍ଠ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ରୁଦ୍ରମ୍-୨ ର ସଫଳ ପରୀକ୍ଷଣ କରିଛନ୍ତି। ସମସ୍ତ ଉପ-ପ୍ରଣାଳୀର ସାମର୍ଥ୍ୟ ପ୍ରତିଷ୍ଠା…