ତେଲ ଦର ବୃଦ୍ଧିର ସିଧା ପ୍ରଭାବ: ରାଜଧାନୀ ବଜାରରେ ମହଙ୍ଗା ଝଟକା, ପରିବାଠୁ ଡାଲି ଯାଏଁ ସବୁ ଉପରମୁହାଁ
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଭାବେ ସାଧାରଣ ଖାଉଟିଙ୍କ ରୋଷେଇ ଘରେ ପହଞ୍ଚିଛି। ଏଲ୍ପିଜି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏବେ ଖାଦ୍ୟ ସାମଗ୍ରୀ ଓ କଞ୍ଚା ପରିବା ଦର ମଧ୍ୟ ଉପରମୁହାଁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଖାଉଟିଙ୍କ ଉପରେ…