ଅଦିନିଆ ରଥଯାତ୍ରା ବିବାଦ: ନିଜ ସଂସ୍ଥା ବିରୋଧରେ ଓହ୍ଲାଇଲା ଭୁବନେଶ୍ୱର ଇସ୍କନ, ଜିଦ୍ ଛାଡ଼ିବାକୁ GBCକୁ ନିବେଦନ
ଭୁବନେଶ୍ୱର: ବିଦେଶ ମାଟିରେ ବର୍ଷ ତମାମ ‘ଅଦିନିଆ ରଥଯାତ୍ରା’ ଆୟୋଜନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ କରୁଥିବା ଇସ୍କନର କେନ୍ଦ୍ରୀୟ କମିଟି ବିରୋଧରେ ଏବେ ସ୍ଥାନୀୟ ମହଲ ସ୍ୱର ଉତ୍ତୋଳନ କରିଛି। ସବୁଠାରୁ ବଡ଼ କଥା…