ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପରେ ଭାରତ ଖେଳୁ ନାହିଁ । ଅଥଚ ଭାରତରେ କିନ୍ତୁ ଫୁଟବଲ କ୍ରେଜ କମିନି । ଏକ ରିପୋର୍ଟ ମୁତାବକ ବ୍ରାଜିଲା ପରେ ଦ୍ୱିତୀୟ ସର୍ବାଧିକ ପ୍ରଶଂସକ ଭାରତରେ ରହିଛନ୍ତି । କ୍ରିଏଟର ଇଂଟେଲଜେନ୍ସି ପ୍ଲାଟଫର୍ମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଫିଫା ବିଶ୍ୱକପ…