ବନ୍ଧାହେଲେ ୭ ଆନ୍ତଃଜିଲ୍ଲା ବାଇକଚୋର;୯ ବାଇକ ଉଦ୍ଧାର
କଳାହାଣ୍ଡି:ବାଇକଚୋରି କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ଚୋରକୁ ଗିରଫ କଲା ମ.ରାମପୁର ପୋଲିସ । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ୍ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ…