ଶୋରୁମ୍ର ନୂଆ କାର ପ୍ରକୃତରେ କେତେ ପୁରୁଣା? କିଣିବା ଆଗରୁ ଏଭଳି ଯାଞ୍ଚ କରନ୍ତୁ
ନୂଆଦିଲ୍ଲୀ: ନୂଆ କାର କିଣିବାର ଖୁସି ଅଲଗା। କିନ୍ତୁ ଶୋରୁମ୍ରେ ଯେଉଁ କାରଟି "ଏକଦମ ନୂଆ" ବୋଲି ଦେଖାଯାଉଛି, ସେଟି ସତରେ ନୂଆ ତ? ଏହି ପ୍ରଶ୍ନ ଅଧିକାଂଶ କିଣିବା ଲୋକ ଭୁଲି ଯାଆନ୍ତି।
ଅନେକ ସମୟରେ ଗୋଟିଏ କାର ଫ୍ୟାକ୍ଟ୍ରୀରୁ ବାହାରିବା ପରଠୁ ବିକ୍ରି ହେବା ପର୍ଯ୍ୟନ୍ତ…