Latest Odisha News

BREAKING NEWS

Yearly Archives

2026

ବୟସ୍କଙ୍କ ସାଥୀ ପାଲଟିଛି AI କଣ୍ଢେଇ, ସେବା ଯତ୍ନ କରି ଦୂର କରୁଛି ନିଃସଙ୍ଗତା

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ନିଃସଙ୍ଗତା ସହ ସଂଘର୍ଷ କରୁଛନ୍ତି ବୟସ୍କ ବ୍ୟକ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ବୟସ୍କ ବ୍ୟକ୍ତିଙ୍କୁ ଏଆଇ ରେ ତିଆରି ଏକ କଣ୍ଢେଇ ଦେଉଛନ୍ତି । ଯେଉଁ କଣ୍ଢେଇ ନିଜେ ନିଜେ କଥା କହି ବୟସ୍କଙ୍କ ମନ ଜିଣିପାରୁଛି। ବର୍ଷ ବର୍ଷ ଧରି…

ପାଠ୍ୟପୁସ୍ତକରେ ୧୬୭୮ ଭୁଲ: କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ବ୍ୟବହୃତ ହେଉଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ରହିଛି ସାଂଘାତିକ ଭୁଲ୍। ସୂଚନା ଅନୁଯାୟୀ, ମୋଟ ୧୬୭୮ଟି ସ୍ଥାନରେ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ରହିଛି। ଏଥିମଧ୍ୟରୁ କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି…

ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି: ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

.ଭୁବନେଶ୍ୱର: ନିଟ୍ (NEET) ପରୀକ୍ଷାକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗୀୟ…

ଓଡ଼ିଶାରେ ଭୋଟର ସଂଖ୍ୟା ୩.୩୧ କୋଟିରେ ପହଞ୍ଚିଲା: ଡିଜିଟାଇଜେସନରେ ୪୨ ପ୍ରତିଶତ ଅଗ୍ରଗତି

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ବ୍ୟାପକ ସଂଶୋଧନ ଓ ପଞ୍ଜୀକରଣ ପ୍ରକ୍ରିୟାରେ ଏକ ବଡ଼ ସଫଳତା ମିଳିଛି। ରାଜ୍ୟର ମୋଟ ଭୋଟରଙ୍କ ସଂଖ୍ୟା ଏବେ ୩.୩୧ କୋଟିରେ ପହଞ୍ଚିଛି। ନିର୍ବାଚନ କମିଶନଙ୍କ ଦ୍ୱାରା ହୋଇଥିବା ସ୍ୱତନ୍ତ୍ର ପୁନଃ ପରୀକ୍ଷଣ ପ୍ରକ୍ରିୟା ପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି।…

କେନ୍ଦ୍ରର ନୂଆ ନିୟମ; ଏଣିକି ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍

ନୂଆଦିଲ୍ଲୀ: ସାରା ଦେଶରେ କଫ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। କେନ୍ଦ୍ର ସରକାର ଔଷଧ ନିୟମ, ୧୯୪୫ ସଂଶୋଧନ କରି ସିରପର ଅଧିକ ବିକ୍ରି (OTC) ଉପରେ ରୋକ ଲଗାଇଛନ୍ତି। ନୂଆ ନିୟମ କାର୍ଯ୍ୟକାରୀ ହେବା ପରେ ଏବେ ସିରପ କିଣିବା…

ରାଜ୍ୟରେ ବର୍ଷିବ ବର୍ଷା: ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ଆଶଙ୍କା ରହିଛି। …

ଛାତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲେ ରସିକିଆ ପ୍ରଫେସର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯାଗରେ ବନ୍ଧା ହେଲେ ପ୍ରଫେସର । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରୁଥିବା ଅଜିତ କୁମାର ଗୁପ୍ତାଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ ।…

‘Dancing Girl’ କିଏ? ବିବାଦ ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କଲା NCERT, ଏବେ ବହିରେ ରହିବ ମୂଳ…

ନୂଆଦିଲ୍ଲୀ: NCERT ର ନୂତନ ୯ମ ଶ୍ରେଣୀ ପାଠ୍ୟପୁସ୍ତକ, ମଧୁରିମାରେ ସିନ୍ଧୁ ସଭ୍ୟତାର ପ୍ରସିଦ୍ଧ 'Dancing Girl' ପ୍ରତିମୂର୍ତ୍ତିର ଏକ ପରିବର୍ତ୍ତିତ ଚିତ୍ର ମୁଦ୍ରଣ ବିବାଦ ସୃଷ୍ଟି କରିଛି। ଇତିହାସକାର ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଚିତ୍ରଟି ମୂଳ ଚିତ୍ର ଠାରୁ ଭିନ୍ନ ଏବଂ…

ମିଥୁନଙ୍କ ଘରେ ବାଜିଲା ଶେହନାଇ: ସରିଲା ଝିଅ ଦିଶାନୀଙ୍କ ନିର୍ବନ୍ଧ

ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ତଥା ‘ଡିସ୍କୋ ଡ୍ୟାନ୍ସର’ ମିଥୁନ ଚକ୍ରବର୍ତ୍ତୀଙ୍କ ପରିବାରରୁ ଆସିଛି ଏକ ବଡ଼ ଖୁସିର ଖବର। ମିଥୁନଙ୍କ ଲାଡଲୀ ଝିଅ ଦିଶାନୀ ଚକ୍ରବର୍ତ୍ତୀ ନିଜର ଲଙ୍ଗ୍-ଟାଇମ୍ ବୟଫ୍ରେଣ୍ଡ ମାଇଲ୍ସ ମ୍ୟାଣ୍ଟଜାରିସଙ୍କ ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡିଆରେ ଦିଶାନୀ…

ମୌସୁମୀ ଆସିଛି ହେଲେ ବର୍ଷା ନାହିଁ: ଏଲ୍ ନିନୋ ପ୍ରଭାବରେ ରାଜ୍ୟରେ ଗୁଳୁଗୁଳି ଜାରି

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ କରିସାରିଛି। ଜୁନ୍ ୧୨ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁବା ପରେ, ସୋମବାର ସୁଦ୍ଧା ଏହା ରାଜ୍ୟର ଅଧିକାଂଶ ଭାଗକୁ ଅଗ୍ରସର ହୋଇଛି। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ…