ବଡ ଅଘଟଣ ପୂର୍ବରୁ ଏକ ବୃହତ୍ ମାଓ ଡମ୍ପ ଠାବ କଲା ମାଲକାନଗିରି ପୋଲିସ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ପଡ଼ିଆ ଅଞ୍ଚଳରୁ ଏକ ବୃହତ୍ ମାଓ ଡମ୍ପ ଠାବ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏହାକୁ ଜବତ କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଗୁଡିକ ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ସମସ୍ତ ସାମଗ୍ରୀ ଆନ୍ଧ୍ର…