ବ୍ରହ୍ମପୁର MV କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣା, ଟାୟାର ଜାଳି ପ୍ରତିବାଦ
ଭୁବନେଶ୍ବର: ବ୍ରହ୍ମପୁର MV କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ଜୋରଦାର ପ୍ରତିବାଦ କରିଛନ୍ତି ପରିବାର ଲୋକେ। ପୁଅକୁ ବୋହୂ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ରାତି ତମାମ ରାସ୍ତାରେ ମୃତଦେହ ରଖି ପରିବାର ଲୋକ ରାସ୍ତାରୋକ କରିଛନ୍ତି।…