Latest Odisha News

BREAKING NEWS

Yearly Archives

2026

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ରିଙ୍କୁ ସିଂ

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବାପା ଖାନଚାନ୍ଦ ସିଂଙ୍କ ଦେହାନ୍ତ ହାଇଯାଇଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗ ନେଇ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆଙ୍କ ସମେତ ସାଥୀ ଖେଳାଳି ଓ ଅନ୍ୟମାନେ ଶୋକ ବ୍ୟକ୍ତ…

Odisha Congress: ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ;କହିଲେ -ହାଇକମାଣ୍ଡଙ୍କ ସହ କଥା ହେବାକୁ…

ଭୁବନେଶ୍ବର:ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି,ପ୍ରାର୍ଥୀ ଫାଇନାଲ୍ ହେବ କହିଲେ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ୫ଟି ନାଁକୁ ନେଇ ଆଲୋଚନା ଚାଲିଛି ବୋଲି ଭକ୍ତ…

Weather Update: ଆହୁରି ତାତିବ ଓଡିଶା; ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଏବେ କମିଛି ଶୀତର ପ୍ରକୋପ । ଧିରେ ଧିରେ ତାତି ବଢିବାରେ ଲାଗିଛି । ଆସନ୍ତା ୩ଦିନ ମଧ୍ୟରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିପରି ସର୍ବନିମ୍ନ ବା ରାତି ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ…

Matric Result: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍‌, ଏହି ଦିନ ବାହାରିବ ଫଳାଫଳ

କଟକ: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ୨ ତାରିଖ…

ୱେଟ ଲିଫ୍ଟିଂରୁ ବଡି ବିଲ୍ଡିଂ ସବୁଥିରେ ଜିତି ଚାଲିଛନ୍ତି ବିଶ୍ୱଜିତ

ପୁରୀ ଏକ ପାରମ୍ପାରିକ ସହର... । ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ଜଡିତ ସେବକଙ୍କ ଏକ ସ୍ୱତନ୍ତ୍ର ଚଳଣି ଓ ପରମ୍ପରା ରହିଛି । ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ ସ୍ୱପ୍ନ ସାକାର କରିବା ସେମାନଙ୍କ ପକ୍ଷେ ସର୍ବଦା ସମ୍ଭବପର ହୋଇ ନ ଥାଏ । ତଥାପି ଏହା ମଧ୍ୟରୁ କେତେକ ପ୍ରତିଭାବାନ ସେବକ ନିଜ ଉଦ୍ୟମ…

Baby Elephant Died: କୂଅରେ ପଡି ହାତୀଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ପରିତ୍ୟକ୍ତ କୂଅରେ ପଡି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ହାତୀଛୁଆକୁ ଉଦ୍ଧାର…

ଜିତିବା ପଛର ରହସ୍ୟ ଉଜାଗର କଲେ ସୂର୍ଯ୍ୟକୁମାର

ଚେନ୍ନାଇ: ଜିମ୍ବାୱେ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ଟି୨୦ ବିଶ୍ୱକପ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ତେବେ ଏହି ବିଜୟ ପଛରେ ଥିବା ଏକ ରହସ୍ୟକୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖୁଲାସା କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ଟିମର ଭିଡିଓ…

Delhi Liquor Policy Case: ନିର୍ଦ୍ଦୋଷରେ ଖଲାସ ହେଲେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ, କୋର୍ଟର ନିଷ୍ପତ୍ତି…

ନୂଆଦିଲ୍ଲୀ: ଦିଲ୍ଲୀରେ କଥିତ ମଦ ନୀତି ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବଡ଼ ନ୍ୟାୟିକ ବିଜୟ ହାସଲ କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଉଭୟ ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।…

Rasmika Bijay Weeding: ରଶ୍ମିକାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇବା ବେଳେ କାହିଁକି ଅସହଜ ଅନୁଭବ କରିଥିଲେ ବିଜୟ?

ମୁମ୍ବାଇ: ଦକ୍ଷିଣ ସିନେମାର ଚର୍ଚ୍ଚିତ ଯୋଡ଼ି ଏବେ ବାସ୍ତବ ଜୀବନର ସାଥୀ ହୋଇଛନ୍ତି। ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନା ସାତଜନ୍ମର ସାଥୀ ହୋଇଛନ୍ତି। ୨୬ ଫେବୃଆରୀରେ ଉଦୟପୁରରେ ଏକ ଭବ୍ୟ, ପାରମ୍ପରିକ, କିନ୍ତୁ ବ୍ୟକ୍ତିଗତ ବିବାହ କରିଛନ୍ତି ଏହି ଦମ୍ପତି। ଏହାରି ଭିତରେ ଦୁହେଁ…