Ahmedabad serial blasts: ୫୬ ମୃତ, ୨୦୦ ଆହତ…୧୮ ବର୍ଷର ବେଦନା…ଅହମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ…
ଅହମ୍ମଦାବାଦ: ୨୦୦୮ ମସିହାର ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ୨୦୨୨ରେ ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟକୁ କାଏମ ରଖି ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ ବଳବତ୍ତର ରଖିଛନ୍ତି।…