PM Modi talks with Saudi: ‘ଆମେ ଏଥିରେ ସହମତ ହୋଇଥିଲୁ…’, ପ୍ରଧାନମନ୍ତ୍ରୀ ମୋଦୀ ସାଉଦି…
ନୂଆଦିଲ୍ଲୀ: ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଉତ୍ତେଜନା ବୃଦ୍ଧି ପାଉଛି। ଆଜି ଏହି ଯୁଦ୍ଧ ଆରମ୍ଭ ହେବାର ଗୋଟିଏ ମାସ ପୁରିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏହା ଶେଷ ହେବାର କୌଣସି ସଙ୍କେତ ନାହିଁ। ତେବେ…