Latest Odisha News

BREAKING NEWS

Yearly Archives

2026

ପରକିୟା ପ୍ରୀତିରୁ ଉଜୁଡି ଗଲା ସଂସାର; ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ଝାରସୁଗୁଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ । ମୃତକ ହେଲେ ୨୮ ବର୍ଷୀୟା ସୌଦାମିନୀ କିଷାନ । ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ରାହୁଲ…

ସ୍କୁଲ ବହି ଛପା ପଛରେ ଦୁର୍ନୀତି: ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ୍, ସିବିଆଇ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବ…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ହେଲେ ଯଦି ସେହି କୋମଳମତି ପିଲାମାନଙ୍କ ପାଠପଢ଼ା ବହିକୁ ନେଇ କୋଟି କୋଟି ଟଙ୍କାର ଖେଳ ଚାଲେ, ତେବେ ତାହା କେତେ ସାଂଘାତିକ ହୋଇପାରେ? ରାଜ୍ୟରେ ଏବେ ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ବିଜୁ ଯୁବ ଜନତା ଦଳ (ବିୱାଇଜେଡି)।…

​’ନାଗରିକତ୍ୱ ବନାମ ପରିଚୟ ପତ୍ର’: କେଉଁ ସରକାରୀ ଦଲିଲ୍ ସ୍ପଷ୍ଟ କରେ ଆପଣ ଭାରତୀୟ? ସବୁ ଭ୍ରମ ଦୂର…

​ନୂଆଦିଲ୍ଲୀ: ସାଧାରଣତଃ ଆମେ ଭାବୁ ଯେ ଆମ ପାଖରେ ଆଧାର କାର୍ଡ, ଭୋଟର ଆଇଡି କିମ୍ବା ପାସପୋର୍ଟ ଅଛି, ଏହାର ଅର୍ଥ ଆମେ ଭାରତର ବୈଧ ନାଗରିକ । ଯଦି ଆପଣ ମଧ୍ୟ ଏମିତି ଭାବୁଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍ । ଆଇନଗତ ଭାବେ ଏବଂ ଅଦାଲତଙ୍କ ବିଭିନ୍ନ ରାୟ ଅନୁଯାୟୀ, ଏହି ସବୁ…

ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଏହି ସମୟରେ ଭିଡ଼କୁ ନଜରକୁ ରଖି ବନ୍ଦ ରହିବ ସମସ୍ତ ସ୍କୁଲ୍ । ଏନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଓ ଅଧିନାୟକ ବେନ ଷ୍ଟୋକ୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଟ୍ରେଂଟ ବ୍ରିଜରେ ଖେଳାଯାଉଛି । ଏହା ଷ୍ଟୋକ୍ସଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ହେବ । ୪ର୍ଥ ଦିବସ ଖେଳ ଆରମ୍ଭ…

ମହାନଦୀରେ ଭାସିଗଲେ ୩ଛାତ୍ର;ଜଣେ ମୃତ, ୨ ନିଖୋଜ

କଟକ: ମହାନଦୀରେ ଗାଧୋଉଥିବା ବେଳେ ଅଘଟଣ ।  ଗୁଳୁଗୁଳିରୁ ଆଶ୍ବସ୍ତି ପାଇବା ପାଇଁ ମହାନଦୀରେ ଗାଧୋଉଥିବା ବେଳେ ରବିବାର ସନ୍ଧ୍ୟାରେ ଭାସିଗଲେ ୩ଜଣ ଛାତ୍ର  । ଏହି ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ନିଖୋଜ ଅଛନ୍ତି। ମୃତ ଛାତ୍ର ‌ହେଲେ ମୁକ୍ତି ପ୍ରସାଦ ଦାସ (୨୦)।…

ଆକାଶରୁ ଖସିଲା ‘ଆରାମକୋ’ ହେଲିକପ୍ଟର, ନିମିଷକେ ପାଉଁଶ ହେଲେ ୧୪ ଯାତ୍ରୀ

ରିୟାଦ/ନୂଆଦିଲ୍ଲୀ: ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ଆକାଶ ମାର୍ଗରେ ନିଜ ଗନ୍ତବ୍ୟ ସ୍ଥଳ ଆଡ଼କୁ ଆଗେଇ ଚାଲିଥିଲା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ତେଲ କମ୍ପାନୀ ‘ସାଉଦି ଆରାମକୋ’ର ଏକ ହେଲିକପ୍ଟର । କିନ୍ତୁ କେହି ଜାଣିନଥିଲେ ଯେ ସେହି ଉଡ଼ାଣ ହିଁ ସେମାନଙ୍କ ଜୀବନର ଶେଷ ଉଡ଼ାଣ ହେବାକୁ…

ଫିଫା ବିଶ୍ୱକପ: ନକଆଉଟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ଗ୍ରୁପ ରାଉଣ୍ଡ ମୁକାବିଲା ଶେଷ ହୋଇଯାଇଛି । ଏଥିସହ ନକଆଉଟରେ ୩୨ ଟିମ ପ୍ରବେଶ କରିଛନ୍ତି । ଏଥର ପରାଜିତ ଟିମର ଯାତ୍ରା ଶେଷ ହୋଇଯିବ । ରାଉଣ୍ଡ ଅଫ ୩୨ର ପ୍ରଥମ ମୁକାବିଲା ଜୁନ ୨୯ରେ କାନାଡା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲସ ଆଞ୍ଜେଲ୍ସରେ ଏହା…

Karachi attack:ନିଜକୁ ପ୍ରଥମେ ଦେଖୁ…କରାଚୀ ଆକ୍ରମଣକୁ ନେଇ ପାକିସ୍ତାନର ଅଭିଯୋଗକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: କରାଚୀରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସରକାର ଭାରତ ବିରୁଦ୍ଧରେ କିଛି ଅଭିଯୋଗ ଆଣିଥିଲେ। ଭାରତ ସରକାର ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଖାରଜ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ଶବ୍ଦରେ କହିଛି ଯେ…

ବିଜେପିର ବଡ଼ ଗୁଗ୍‌ଲି: ୟୁସିସି ଏବଂ ଓବିସି ବିଲ୍ ଆଣି ପଶ୍ଚିମବଙ୍ଗ ରାଜନୀତିରେ ନିଆଁ ଲଗାଇଲେ ଶୁଭେନ୍ଦୁ!

କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ମଇଦାନରେ ସବୁବେଳେ କିଛି ନା କିଛି ହଲଚଲ ଲାଗିରହିଥାଏ। ହେଲେ ଏଥର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ତୃଣମୂଳ କଂଗ୍ରେସ (TMC)କୁ ଏମିତି ଏକ ବାଉନ୍ସର ମାରିଛନ୍ତି, ଯାହାର ଜବାବ ଖୋଜିବା ବିରୋଧୀ ଦଳରେ ଥିବା ଟିଏମସିକୁ ସହଜ ହେବନାହିଁ।…