Latest Odisha News

BREAKING NEWS

Yearly Archives

2026

ବୁଲି ବୁଲି ବାଣ୍ଟୁଥିଲେ ଏଡସ୍… ଧରା ପଡ଼ିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ…

ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏଡସ ହୋଇଥିବା ସତ୍ତ୍ବେ ସେ ଏହାର ପ୍ରତିକାର ନକରି କୌଣସି ଔଷଧ ସେବନ ନକରି ୭ ଜଣଙ୍କୁ ଏହି ମାରାତ୍ମକ ରୋଗ ବାଣ୍ଟିଥିବା ଖବର ସାମ୍ନାକୁ ଆଶିଛି । ଯାହାକୁ କେନ୍ଦ୍ର କରି ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟ…

ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ସହ ଆତ୍ମସମର୍ପଣ କଲେ ୪୭ ଜଣ କ୍ୟାଡର ନକ୍ସଲ

ମାଲକାନଗିରି: ମାଲକାନଗିରି ‌ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆଜି ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ଓରଫ ଭିଜା ସମେତ ୪୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ହାଇଦ୍ରାବାଦ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏମାନେ ୩୨ଟି…

କ୍ୟାଚ ନେବା ବେଳେ ଲୁଙ୍ଗି ନିଗଡିଙ୍କ ବେକ ମାଡ ହୋଇଗଲା, ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚରେ ଏକ ବଡ ଅଘଟଣ ଘଟିଛି । ଦିଲ୍ଲୀରଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି କେଏଲ ରାହୁଲଙ୍କ ବିସ୍ଫୋରକ ଶତକ(୧୫୨ ନଟଆଉଟ) ସହାୟତାରେ ୨୬୪ ରନ କରିଥିଲା । ୨୬୫ ରନର ଲକ୍ଷ୍ୟକୁ…

ଆତଙ୍କବାଦୀ ଆକ୍ରମଣ ନେଇ ବାଂଲାଦେଶରେ ହାଇ ଆଲର୍ଟ ଜାରି…

ଢାକା: ବାଂଲାଦେଶର ସୁରକ୍ଷା ବାହିନୀ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଛନ୍ତି । ବାଂଲାଦେଶ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ଗୁପ୍ତଚର ସର୍କୁଲାର ଏହି ବିବରଣୀ ପ୍ରକାଶ କରିଛି । ଏହି ଯୋଜନା ସଂସଦ, ସାମରିକ ଏବଂ ପୋଲିସ ପ୍ରତିଷ୍ଠାନ, ଧାର୍ମିକ ସ୍ଥଳ, ମନୋରଞ୍ଜନ କେନ୍ଦ୍ର ଏବଂ ଢାକାର…

ଆମେରିକା କାହିଁକି ୩ ବର୍ଷ ପାଇଁ H-1B ଭିସା ନିଷେଧ କରିବାକୁ ନିଷ୍ପତ୍ତି ନେଲା?

ୱାଶିଂଟନ: ଆମେରିକାର H-1B ଭିସା ଦରକାର କରୁଥିବା ଲୋକଙ୍କ ପାଇଁ ଟ୍ରମ୍ପ ପ୍ରଶାସନ ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି । ଆମେରିକା କଂଗ୍ରେସରେ ରିପବ୍ଲିକାନ ସାଂସଦଙ୍କ ଏକ ଗୋଷ୍ଠୀ H-1B ଭିସା କାର୍ଯ୍ୟକ୍ରମ ଉପରେ ୩ ବର୍ଷର ସ୍ଥଗିତ ଲଗାଇବା ପାଇଁ ଏକ ବିଲ୍ ଆଗତ କରିଛନ୍ତି । ଯଦି ଏହି ବିଲ୍…

ମାଇକେଲ ଜ୍ୟାକସନଙ୍କ ଅଭିନୟ କରି ଚର୍ଚ୍ଚାରେ ଜାଫର

ନୂଆଦିଲ୍ଲୀ: ପପ ଆଇକନ ମାଇକେଲ ଜ୍ୟାକସନଙ୍କ ବାୟୋପିକ ରିଲିଜ ହୋଇସାରିଛି । ଏଥିରେ ଜ୍ୟାକସନଙ୍କ ସଂଘର୍ଷ ଓ ସଫଳତା ଉପରେ ଆଲୋକପାତ କରାଯାଇଛି । ତେବେ ଜ୍ୟାକସନଙ୍କ ଜୀବନ୍ତ ଭୂମିକା କରି ଜାଫର ଜ୍ୟାକସନ ଏବେ ଚର୍ଚ୍ଚାର କାରଣ ସାଜିଛନ୍ତି । ତେବେ ଏହି ଜାଫର କିଏ ସେ ନେଇ ମଧ୍ୟ ଦର୍ଶକଙ୍କ…

Odisha Vigilance:ସରକାରୀ ଟଙ୍କା ଆତ୍ମସାତ ମାମଲା:ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ;୨ ବର୍ଷ ଜେଲଦଣ୍ଡ ସହ…

ସମ୍ବଲପୁର:ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ପୂର୍ବତନ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାସ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିରଞ୍ଚି ନାରାୟଣ ଦାସ ଏବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ…

ମେ’ ୩୧ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ମେ’ ୩୧ ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍‌ରେ ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ସେମାନେ କେତେ କାମ କରୁଛନ୍ତି, ସେସବୁର…

Srinagar Central jail: ଆତଙ୍କୀ ଲିଙ୍କ ତଦନ୍ତରେ ବଡ଼ ଖୁଲାସା: ଶ୍ରୀନଗର କେନ୍ଦ୍ରୀୟ ଜେଲରେ CIKର ବଡ଼…

ଶ୍ରୀନଗର:ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ଏକ ଆତଙ୍କବାଦ ମାମଲାରେ ଶ୍ରୀନଗରର ଅତ୍ୟନ୍ତ ସୁରକ୍ଷିତ କେନ୍ଦ୍ରୀୟ ଜେଲରେ ଚଢାଉ କରି ଡିଜିଟାଲ୍ ଡିଭାଇସ୍ ଜବତ କରିଛି । ଶନିବାର ଦିନ, CIK ସନ୍ଦେହଜନକ ଡିଜିଟାଲ୍ ହସ୍ତାକ୍ଷର ବିଷୟରେ ବୈଷୟିକ ସୂଚନା…

ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ରାଘବ ଚଢା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ଛାଡି ରାଘବ ଚଢା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଯାହାର ପ୍ରଭାବ ସୋସିଆଲ ମିଡିଆରେ ଦେଖାଯାଇଛି। କାରଣ ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢ଼ି (ଜେନ ଜେଡ) ଥିଲେ।…