ସୁଦର୍ଶନଙ୍କ ଶତକ ବ୍ୟର୍ଥ: ବେଙ୍ଗାଲୁରକୁ କୋହଲି, ପାଡିକଲ ଜିତାଇଲେ
ବେଙ୍ଗାଲୁର: ବିରାଟ କୋହଲି ଓ ଦେବଦତ ପାଡିକଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଗୁଜରାଟ ଟାଇଟାନ୍ସର ସାଈ ସୁଦର୍ଶନଙ୍କ ଶତକ ବ୍ୟର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୩ ୱିକେଟ ବିନିମୟରେ…