ସଚିନ୍ଙ୍କ ସନ୍ୟାସ ପଛର ଅସଲ ରହସ୍ୟ !
ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର କ’ଣ ମଜବୁରିରେ କ୍ରିକେଟକୁ ବାଏ ବାଏ କହିଥିଲେ ? ବିସିସିଆଇର କେଉଁ ଗୋଟିଏ କଥା ମାଷ୍ଟର ବ୍ଲାଷ୍ଟରଙ୍କ ହୋସ୍ ଉଡାଇ ଦେଇଥିଲା ? ୧୩ ବର୍ଷ ପରେ ସାମ୍ନାକୁ ଆସିଛି ଏକ ଏମିତି ସତ୍ୟ, ଯାହା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି…