Latest Odisha News

BREAKING NEWS

Yearly Archives

2026

ଟି୨୦ରେ ଅମୋଘ ବୋଲିଂ ଅସ୍ତ୍ର ସାଜିଛି ଅଫ କଟର

ଅହମ୍ମଦାବାଦ: ଭାରତ ଟି୨୦ ବିଶ୍ୱକପ ୨୦୨୬ ସଂସ୍କରଣରେ ଚାମ୍ପିୟନ ହୋଇଛି । ଏହି ବିଜୟରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା । ବୁମରାହଙ୍କ ଅଫ କଟର ବୋଲିଂର ଜବାବ ବ୍ୟାଟ୍ସମ୍ୟାନଙ୍କ ପାଖରେ ନ ଥିଲା । ଆନ୍ତର୍ଜାତୀୟ ଟି୨୦ରେ ପେସ ବୋଲରଙ୍କ ଏହି…

ହାର୍ଦ୍ଦିକଙ୍କ ବିରୋଧରେ ଜାତୀୟ ପତାକକୁ ଅସମ୍ମାନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହାକୁ ଖେଳାଳି ଏବଂ ପ୍ରଶଂସକ ଭଲ ଭାବେ ସେଲିବ୍ରେଶନ କରିଥିଲେ । ତେବେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସେଲିବ୍ରେଶନ ମହଙ୍ଗା ପଡିଛି । ପୁଣେର ଜଣେ ଓକିଲ ସେ ଜାତୀୟ…

Indian Tankers Pass Through Strait of Hormuz:ଭାରତ ପାଇଁ ଖୋଲିଲା ହରମୁଜ୍ ପ୍ରଣାଳୀ! ପାର ହେଲା ଭାରତୀୟ…

ନୂଆଦିଲ୍ଲୀ: ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କୋର୍ପସ (IRGC) ଭାରତ ସମ୍ପର୍କରେ ଦେଇଥିବା ସଂକେତ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଛି। ଇରାନ ଭାରତୀୟ ଜାହାଜ ଏବଂ ଟ୍ୟାଙ୍କର ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲି ଦେଇଛି। ଦୁଇଟି ଭାରତୀୟ ତୈଳ ଟ୍ୟାଙ୍କର, ପୁଷ୍ପକ ଏବଂ ପରିମଲ୍, ଏହି…

ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହେଲେ G7 ଦେଶ, ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଆଜି ୧୨ ମାର୍ଚ୍ଚ, ୨୦୨୬ ରେ ତେଲ ମୂଲ୍ୟରେ ବୃଦ୍ଧି ଘଟିଛି କାରଣ ପ୍ରମୁଖ ଦେଶଗୁଡ଼ିକ ଇରାନରେ ସଂଘର୍ଷର ପ୍ରଭାବକୁ ସୀମିତ କରିବା ପାଇଁ ଜରୁରୀକାଳୀନ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛନ୍ତି। ସଦ୍ୟତମ ନିଷ୍ପତ୍ତି ଅନୁଯାୟୀ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA) ର ସମସ୍ତ…

Iran’s ‘suicide boat’: ଛାଡୁନି ଇରାନ, ଇରାକରୁ ବାହାରିନ ପର୍ଯ୍ୟନ୍ତ ଆମେରିକା ତେଲ ଟ୍ୟାଙ୍କର୍…

ନୂଆଦିଲ୍ଲୀ: ଯୁଦ୍ଧକ୍ଷେତ୍ର ଛାଡିବା ମନୋଭାବରେ ଆମେରିକା, କିନ୍ତୁ ଛାଡୁନି ଇରାନ। ତେଲ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି ଇରାନ। ଇରାନର ନିରନ୍ତର ଆକ୍ରମଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ବିଶ୍ୱ ତୈଳ ବାଣିଜ୍ୟକୁ ବିପଦରେ ପକାଇଛି। ସମ୍ପ୍ରତି, ଇରାକର ବାସରା ବନ୍ଦର ନିକଟରେ…

ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ, ୧୫ ଦିନରେ ଆସିବ ନୂଆ ନିୟମ !

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି ନିଆଯାଇଛି। ୧୫ ଦିନରେ ନୂଆ ନିୟମ ଆସିବ। ଏହି ୫ଟି ନିଷ୍ପତ୍ତିଗୁଡିକ ହେଲା-…

ଫାରୁକ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଉଦ୍ୟମ, ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ ଓମର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ପ୍ରତିଷ୍ଠାତା ଫାରୁକ ଅବଦୁଲ୍ଲାଙ୍କୁ ଗୁଳି କରିବାକୁ ଚେଷ୍ଟା କରାଯାଇଥିଲା। ବୁଧବାର, ମାର୍ଚ୍ଚ ୧୧ ତାରିଖରେ ଫାରୁକ ଅବଦୁଲ୍ଲା ଏବଂ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଯୋଗ…

ମଧ୍ୟପ୍ରାଚ୍ୟକୁ ୫୮ଟି ବିମାନ ଚଳାଚଳ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ଏହି ସଂଘର୍ଷ ଯୋଗୁଁ ପଶ୍ଚିମ ଏସିଆର ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଏବଂ ଅସ୍ଥିର ହୋଇପଡ଼ିଛି। ହଜାର ହଜାର ଭାରତୀୟ ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ଫସି ରହିଛନ୍ତି।…

ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ: ମମତାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ଅସମ୍ମାନ ଓ ପ୍ରୋଟୋକଲ ଉଲ୍ଲଂଘନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖିଛନ୍ତି।…

ପୋଲିସକୁ ବଡ଼ ସଫଳତା: ଚାଲାଣ ବେଳେ ୬୩୧ଟି କଇଁଛ ଜବତ, ୭ ବ୍ୟବସାୟୀ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗ ଅନ୍ତର୍ଗତ ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ନିକଟରୁ ୬୩୧ଟି କଇଁଛ ଜବତ କରିଛନ୍ତି। ଯାହାଙ୍କର ଓଜନ ପ୍ରାୟ ୨.୨ ଟନ୍ ରହିଛି। ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା…