ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଶ୍ରେୟସ ଆୟର: ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦେଲା ବିସିସିଆଇ
ମୁମ୍ବାଇ: ଭାରତୀୟ ଟି-୨୦ କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତର ନୂଆ ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।
ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ । କେବଳ ଅଧିନାୟକ ପଦ ନୁହେଁ ଖରାପ ଫର୍ମ ଦେଇ ଯାଉଥିବା…