Latest Odisha News

BREAKING NEWS

Yearly Archives

2026

କ୍ରସ୍-ଭୋଟିଂ ବିବାଦ: ନିଲମ୍ବିତ ବିଧାୟକଙ୍କୁ ଦିଲ୍ଲୀପ ରାୟଙ୍କ ଭେଟଘାଟ ପରେ ବଢ଼ିଲା ରାଜନୈତିକ ଉଷ୍ମତା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ ଓଡ଼ିଶା ରାଜନୀତିରେ କ୍ରସ୍-ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବେ ସେହିସବୁ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଛନ୍ତି, ଯେଉଁମାନେ…

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର! ଆସନ୍ତା ୪ରେ ବାଦ୍ ପଡ଼ିଥିବା ଆଉ ୧.୨୩ ଲକ୍ଷ ମହିଳାଙ୍କୁ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ 'ସୁଭଦ୍ରା' ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର। ଯେଉଁ ଯୋଗ୍ୟ ହିତାଧିକାରୀମାନେ କୌଣସି କାରଣବଶତଃ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଆସନ୍ତା ମେ' ୪ ତାରିଖରେ ଏହି ଆର୍ଥିକ ସହାୟତା ପ୍ରଦାନ…

ଜାତୀୟ ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ: ପାହେଲ ଶାହଙ୍କୁ ଅଲରାଉଣ୍ଡରେ ସ୍ୱର୍ଣ୍ଣ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଂଟରେ ଚାଲିଥିବା ଜାତୀୟ ଜୁନିୟର ଓ ସିନିୟର ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସର ତୃତୀୟ ଦିବସରେ ପାହେଲ ଶାହ ବାଜି ମାରିଛନ୍ତିି । ସେ ଜୁନିୟର ବ୍ୟକ୍ତିଗତ ଅଲରାଉଣ୍ଡ ବିଭାଗରେ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି ।…

ଇଭିଏମ୍ ଟ୍ୟାମ୍ପରିଂକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗର ଫାଲତାରେ ସମସ୍ତ ୨୮୫ ବୁଥରେ ସାନି ମତଦାନ ପାଇଁ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ନିର୍ବାଚନ କମିଶନ ଏକ ବଡ଼ ତଥା କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟାପକ ନିର୍ବାଚନୀ ହିଂସା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲତା ବିଧାନସଭା କ୍ଷେତ୍ରରେ ସାନି…

ଦିଲ୍ଲୀରେ ଚାଞ୍ଚଲ୍ୟ: ଘରର ବାଥରୁମ୍‌ରୁ ମିଳିଲା ଯୁବ ବିଚାରପତି ଅମନ କୁମାର ଶର୍ମାଙ୍କ ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ହୃଦୟବିଦାରକ ତଥା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଦିଲ୍ଲୀ କୋର୍ଟର ଜଣେ ୩୦ ବର୍ଷୀୟ ଯୁବ ବିଚାରପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶନିବାର ଦିନ ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ୍ ଅନ୍ତର୍ଗତ ଗ୍ରୀନ୍ ପାର୍କ ସ୍ଥିତ ତାଙ୍କ…

ଆନ୍ତରୀଣ ରାୟ ପାଇଁ ଓଡିଶା ଯୁକ୍ତି ନବାଢିବା ଐତିହାସିକ ଭୁଲ: ମହାନଦୀ ବଞ୍ଚାଓ ଆନ୍ଦୋଳନ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ମହାନଦୀ ଟ୍ରିବୁନାଲର ଶୁଣାଣି ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ନଦୀକୁଳିଆ ସ୍ଥାନରେ ପ୍ରତିବାଦ ବିକ୍ଷୋଭ ଆୟୋଜନ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ଝାରସୁଗୁଡା, ସୁବର୍ଣ୍ଣପୁର, ଦୌଦ୍ଧ, କଟକ, ସାଲେପୁର, ନିମାପଡା ଇତ୍ୟାଦି ସ୍ଥାନ ମାନଙ୍କରେ ଆୟୋଜିତ ହୋଇଥିଲା…

ଓସ୍କାର ନିୟମରେ ପରିବର୍ତନ, ଭାରତୀୟ ଫିଲ୍ମକୁ ହେବ ଫାଇଦା

ନୂଆଦିଲ୍ଲୀ: ଓସ୍କାର ୨୦୨୭ ପୂର୍ବରୁ ଏକାଡେମୀ ଅଫ ମୋଶନ ପିକ୍‌ଚର୍ସ ଆର୍ଟସ ଆଣ୍ଡ ସାଇନ୍ସେଜ ଏହାର ପୁରସ୍କାର ନେଇ ଏକ ବଡ ପରିବର୍ତନ କରିଛି । ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଏହି ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ କୌଣସି ଦେଶ ପକ୍ଷରୁ ଫିଲ୍ମର ଅଫିସିଆଲ ଏଂଟ୍ରି ଏହାର…

Containment zone set up:H5N1 ଭାଇରସରେ ୪୪ ମୟୂରଙ୍କ ମୃତ୍ୟୁ, ନନଭେଜ ଖାଇବାକୁ ନେଇ ପ୍ରଶାସନର ପରାମର୍ଶ ଜାରି

ନୂଆଦିଲ୍ଲୀ:କର୍ଣ୍ଣାଟକର ତୁମକୁର ଜିଲ୍ଲାରେ H5N1 ଭାଇରସ୍ ଭୟଙ୍କର ରୂପ ନେଇଛି । H5N1 ଭାଇରସ୍ ଯୋଗୁଁ ପ୍ରାୟ ୪୪ଟି ମୟୂରଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ବାର୍ଡ ଫ୍ଲୁ (ଆଭିଆନ୍ ଇନଫ୍ଲୁଏଞ୍ଜା) ବ୍ୟାପିବା ଯୋଗୁଁ ପ୍ରାୟ ୪୪ମୟୂରଙ୍କ ମୃତ୍ୟୁ ହୋଇଛି। ମୃତ ପକ୍ଷୀଙ୍କ…

ବେଆଇନ ଯାତ୍ରୀ ପରିବହନ ବିରୋଧରେ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟ ଜାରି;ତିନି ଦିନରେ ହେଲାଣି ଏତିକି ଯାନ ଜବତ

ଭୁବନେଶ୍ୱର:ସମସ୍ତ ସଡ଼କ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲବାହୀ ଯାନରେ ବେଆଇନ ଯାତ୍ରୀ ପରିବହନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଗତ ୨୯ ଏପ୍ରିଲରୁ ରାଜ୍ୟବ୍ୟାପୀ ବିଶେଷ ଅଭିଯାନ ଜାରି ରହିଛି। ଏହି ଅଭିଯାନର ପ୍ରଥମ…

କାହିଁକି ପ୍ରଭାତ ବିଶ୍ୱାଳଙ୍କୁ ଭେଟିଲେ ଦିଲୀପ ରାୟ; ସରଗରମ ରାଜନୀତି

କଟକ: ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଲୀପ ରାୟ ଶନିବାର କଟକରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଯାହା ପରେ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି। ତାଙ୍କ ଗସ୍ତ ସମୟରେ ସେ ପ୍ରଭାତ ଏବଂ ତାଙ୍କ ପୁଅ ତଥା…