ପୁଣି ବିବାଦରେ ଫଶିଲେ ମମତା, ତାଙ୍କ ବିରୋଧରେ ରୁଜୁ ହେଲା ଏଫଆଇଆର୍
କୋଲକତା: ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ ସେ ଏକ ଇଦ୍ ପାଳନ ସମୟରେ ହିନ୍ଦୁମାନଙ୍କ…