Gold prices today:୨,୭୫୦ଟଙ୍କା କମ୍ ହେଲା ସୁନା;ରୂପା ଦର ମଧ୍ୟ…
ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର । ଖସିଲା ସୁନା, ରୂପା ଦର । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୫,୯୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୩,୮୦୦ ଟଙ୍କାକୁ ପହଞ୍ଚିଛି ।
ଗତକାଲି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ…