Latest Odisha News

BREAKING NEWS

Yearly Archives

2026

US Iran War: ଆମେରିକା ଭାରତରୁ ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି !ଭାଇରାଲ୍ ଦାବି ଉପରେ ସରକାର କ’ଣ…

ନୂଆଦିଲ୍ଲୀ: ଏକ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ଫେକ୍ ନ୍ୟୁଜ୍ ଆଲର୍ଟ ଜାରି କରିଛି । ଏହି ପୋଷ୍ଟରେ ଦାବି କରାଯାଉଥିଲା ଯେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତକୁ ତା'ର ଭୂମି ବ୍ୟବହାର କରିବାକୁ ଅନୁମତି ମାଗିଛି । ଏହି ଦାବି ସୋସିଆଲ ମିଡିଆ…

ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା; ବିଜୁ ଲିଗାସୀର ଦ୍ୱାହି ଦେଇ ନିଜ ଅପକର୍ମକୁ ଲୁଚାଇବା ପାଇଁ ନୂତନ…

ବିଜୁ ଲିଗାସୀ ଦ୍ୱାହି ଦେଇ କିଛି ସ୍ୱାର୍ଥବାଦୀ ରାଜନେତା ନିଜର ଅପକର୍ମକୁ ଘଣ୍ଟ ଘୋଡ଼ାଇବା ପାଇଁ ନୂତନ ରଣନୀତି ଆପଣାଇଛନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ରାଜନୀତିରେ ପାଦ ରଖିଥିବା ଏବଂ ତତ୍କାଳୀନ ଛାତ୍ର ଜନତା ଦଳର ସଭାପତିଙ୍କ ବିରୋଧରେ ଯେପରି ହିଂସାର ଆଶ୍ରୟ ନେଇଛନ୍ତି ତାହା…

ଜୟଦେବ ଜେନାଙ୍କୁ ହତ୍ୟା ଧମକ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟାଧମକ । ଏନେଇ ସୂଚନା ଦେଇଛନ୍ତି ଦିଜେ ଜୟଦେବ ଜେନା । ତାଙ୍କୁ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଦୁବୃତ୍ତମାନେ ତାଙ୍କୁ ସିଧା କହିଥିଲେ କି ତୁମେ ରାଜଧନୀ ଆସିଲେ ଆମେ ତୁମକୁ ହତ୍ୟା କରିବୁ । ଏହାକୁ ନେଇ…

ଜଙ୍ଗଲ କେବଳ ପରିବେଶ ପାଇଁ ନୁହେଁ, ଆମ ରାଜ୍ୟ ତଥା ଦେଶର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ପ୍ରକୃତିର ଅନନ୍ୟ ବରଦାନ ହେଉଛି ଆମର ସବୁଜ ବନାନୀ। ଏହା ଆମ ଜୀବନ ଓ ଜୀବିକାର ଆଧାର ଅଟେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବନ ଦିବସ-୨୦୨୬ ପାଳନ ଅବସରରେ କହିଛନ୍ତି । ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ…

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୫୦ଟି ଆଇଇଡି ଜବତ

ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଏକ ସର୍ଚ୍ଚ ଅପରେସନ ସମୟରେ ୨୯ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ୫୦ଟି ଆଇଇଡି ଜବତ କରାଯାଇଛି । ଏହା ସହ ଘଟଣାସ୍ଥଳରେ ଅନେକ ଆଇଇଡିକୁ ନଷ୍ଟ କରିଦିଆଯାଇଛି, ଯାହା ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛି । ପୋଲିସ…

ଡ୍ରାଇଭରଙ୍କ ମୃତ୍ୟୁ ଘଟଣାରେ ଓଏସଆରଟିସି ଅଫିସ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ଗତ ରାତିରେ ପୁରୀରୁ କଲିକତା ଅଭିମୁଖେ ଯାଉଥିଲା ଓଏସଆରଟିସି ବସ୍। ଓଏସଆରଟିସି ବସରେ ଦୁଇଜଣ ଡ୍ରାଇଭର ଥିଲେ । ପ୍ରମୋଦ ନାମକ ଓଏସଆରଟିସି ବସ୍ ଡ୍ରାଇଭର ଜଣକ ଫ୍ରେସ ହେବା ପାଇଁ ଗାଡ଼ି ଛିଡ଼ା କରି ତଳକୁ ଓହ୍ଲାଇଥିଲେ । ସେହି ସମୟରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର…

ଆଇପିଏଲ ୨୦୨୬: ଏମାନେ ସାଜିବେ ମ୍ୟାଚ ଫିନିଶର

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଫ୍ରାଂଚାଇଜଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥର ୩୧ ମ୍ୟାଚ ଫିନିଶରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର ଓ ୱିଲ ଜ୍ୟାକ୍ସ ଥିବା…

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୬୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ଡେଜେଓନ୍ ସହରରେ ଭୟଙ୍କର ବିସ୍ଫୋରଣ । ଏକ କାର୍ ପାର୍ଟସ୍ କାରଖାନାରେ ଶନିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା…

୭ ଦିନ ଯାଏଁ ଭିଜିବ ଓଡ଼ିଶା, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଆଗାମୀ ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଜାରି ରହିବ । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ସହ ବଜ୍ରପାତ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆନ୍ଧ୍ର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶରେ ଏହାର…

ମୁହଁ ଖୋଲିଲେ ପୂର୍ବତନ ବିଧାୟକ; କହିଲେ, ବାପ ଅପମାନର ପ୍ରତିଶୋଧ ନେଇଛି ପୁଅ

କଟକ: ରାଜ୍ୟସଭା କ୍ରସଭୋଟିଂ ପଲିଟିକ୍ସ ପୁଣି ମୁଣ୍ଡ ଟେକିଛି । ପୁଣି ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ରାଜ୍ୟସଭା ନିର୍ବହାଚନ ପୂର୍ବରୁ ନବୀନ ନିବାସରେ ସବୁ ବିଧାୟକଙ୍କ ସାମ୍ନାରେ ମୋତେ ଅପମାନିତ କରାଯାଇଥିଲା । ସେହ ଅପମାନର…