ବୋଲେରୋ-ଲରି ଧକ୍କା; ୮ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ
ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ରେ ଭୟଙ୍କର ଦୁର୍ଘଟଣା। ବୋଲେରୋକୁ ଧକ୍କା ଦେଲା ଲରି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତମାନେ କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳର ତୀର୍ଥଯାତ୍ରୀ ଥିବା ଜଣାପଡିଛି।
ଆହତମାନଙ୍କୁ…