ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର
ସହାରନପୁର: ଉତ୍ତରପ୍ରଦେଶର ସହାରନପୁରରେ ମଙ୍ଗଳବାର ସକାଳେ ସାରସୱାର କୌଶିକ ବିହାର କଲୋନିରେ ଏକ ବନ୍ଦ ଘର ଭିତରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏସ୍ପି (ଗ୍ରାମାଞ୍ଚଳ ପୁଲିସ) ଦଳ ସହିତ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରେ ମାମଲାକୁ ଆତ୍ମହତ୍ୟା ବୋଲି!--StartFragment>…