ଯାତ୍ରା ଦେଖିବାକୁ ଯାଇଥିଲେ … ୪ ଘରୁ ଲୁଟେରା ଲୁଟିନେଲେ ୬୦ଲକ୍ଷରୁ ଅଧିକ ସୁନା
ଭଦ୍ରକ:ଗାଁରେ ଯାତ୍ରା ଚାଲିଥିବା ସୁଯୋଗ ନେଇ ୪ଜଣଙ୍କ ଘରୁ ଲୁଟେରା ମାନେ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି। ସୂଚନାମୁତାବକ, ୬୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସମେତ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋହରା…