ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୋହୂ ମୃତ
ମୟୁରଭଞ୍ଜ: ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଟ୍ରେଲରକୁ ଧକ୍କା ଦେଲା ଟାଟା ନେକ୍ସନ୍। ଜଣେ ମୃତ ୨ ଗୁରୁତର। ବିଜେଡିର ବରିଷ୍ଠ ନେତ୍ରୀ ତଥା ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା କମଳା ତିରିଆଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ…