ଆସୁଛି ଲଘୁଚାପ, ବଦଳିବ ପାଗ: ଓଡ଼ିଶା ସମେତ ଦକ୍ଷିଣ ଭାରତ ପାଇଁ ବର୍ଷା ଆଲର୍ଟ
ଭୁବନେଶ୍ୱର: ଲଗାଣ ଖରା ଓ ଗୁଳୁଗୁଳିରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ପାଗରେ ହେବାକୁ ଥିବା ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ…