Latest Odisha News

BREAKING NEWS

Yearly Archives

2026

ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ

ଭଦ୍ରକ: ରିଲ୍ସ କରିବା ବେଳେ ଅଘଟଣ। ନିଶାଶକ୍ତ ଅବସ୍ଥାରେ ସନ୍ଥିଆ ବ୍ରିଜ ଉପରୁ ସାନନ୍ଦୀ ନଦୀକୁ ଡେଇଁ ରିଲସ କରୁଥିବା ବେଳେ ଜଣେ ନିଖୋଜ ଥିବାବେଳେ ଜଣେ ଉଦ୍ଧାର ହୋଇଛି। ରିଲ୍ସ ପାଇଁ ମୋବାଇଲରେ ଭିଡିଓ କରୁଥିବା ଯୁବକ ଅଟକ। ଘଟଣା ଘଟିଛି ଭଦ୍ରକ ସହରର ସନ୍ଥିଆ ସ୍ଥିତ ସାଳନ୍ଦୀ ବ୍ରିଜ ଉପରେ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରୁ ଆସୁଛି ଏକ ବଡ଼ ଖବର। ମାତ୍ର ୧୫ ବଲ୍‌ରେ ଅର୍ଦ୍ଧଶତକ ଏବଂ ଆଇପିଏଲ୍ ଡେବ୍ୟୁରେ ଚମତ୍କାର ବ୍ୟାଟିଂ କରି ସାରା ବିଶ୍ୱର ନଜରକୁ ଆସିଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଅନେକ ଦିଗ୍‌ଗଜ ଦାବି କରୁଥିବା…

ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ

ନୂଆଦିଲ୍ଲୀ: ଭାରତୀୟ ସେନା ଅଧିକାରୀ ଏବଂ ସୈନିକଙ୍କ ଅଭାବର ସମ୍ମୁଖୀନ ହେଉଛି। ସେନା ଆଉ ସିଧାସଳଖ ଯବାନ ଭାବରେ ନିଯୁକ୍ତି କରେ ନାହିଁ, ବରଂ ଅଗ୍ନିବୀର ଭାବରେ ନିଯୁକ୍ତି କରେ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ କମିଟିକୁ କହିଛନ୍ତି ଯେ ଆଗାମୀ ଦୁଇରୁ…

ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ବର: ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର-୨୦୨୬ ଲାଗି ନାମାଙ୍କନ ପତ୍ର ଆହ୍ବାନ କରାଯାଇଛି। ଏକଲବ୍ୟ ପୁରସ୍କାର ହେଉଛି ଓଡ଼ିଶାର ‌ଶ୍ରେଷ୍ଠ ତଥା ପ୍ରତିଭାବାନ ଯୁବ…

Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଇରାନ ଯୁଦ୍ଧ ସମ୍ପର୍କରେ ବିଶ୍ୱକୁ ସମ୍ବୋଧିତ କରିଥିଲେ। ସେ ଇରାନ ଉପରେ ବିଜୟ ଦାବି କରିଥିଲେ ଏବଂ ଇରାନରେ ତାଙ୍କର ମିଶନକୁ ସଫଳ କହିଥିଲେ। ଟ୍ରମ୍ପ କହିଥିଲେ, "ଆମେ ଇରାନର ସମଗ୍ର ନେତୃତ୍ୱକୁ ନଷ୍ଟ କରିଦେଇଛୁ... ସମସ୍ତ…

ବାବ୍-ଅଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେଲେ କେଉଁ ଜିନିଷର ଅଭାବ ରହିବ? ଭାରତକୁ କେତେ ପ୍ରଭାବିତ କରିବ..

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏବେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ଚିନ୍ତାର କାରଣ ପାଲଟିଛି। ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଲୋହିତ…

Customs Duty Exemption on Petrochemical: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି,…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଏହାର ଫଳସ୍ୱରୂପ ବିଶ୍ୱ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହେବା ମଧ୍ୟରେ, କେନ୍ଦ୍ର ସରକାର ଏକ ପ୍ରମୁଖ ଆଶ୍ୱସ୍ତି ପଦକ୍ଷେପ ନେଇଛନ୍ତି। ସରକାର ଅନେକ ଅତ୍ୟାବଶ୍ୟକ ପେଟ୍ରୋକେମିକାଲ୍ସ ଉତ୍ପାଦର ଆମଦାନୀ ଉପରେ କଷ୍ଟମ୍ସ ଡ୍ୟୁଟି ଅସ୍ଥାୟୀ…

ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ

କଟକ: ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ। ବିହାରର ରାଜା ସାହାଣୀ ଋଷିକେଶରୁ ଗିରଫ କରିଛି ପୋଲିସ। ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍। ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ। ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର୍…

ସେୟାର୍‌ ବଜାର୍‌ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ସେୟାର୍‌ ବଜାର୍‌ ଖୋଲୁ ଖୋଲୁ ତଳକୁ ଖସିଲା ସେନସେକ୍ସ ଓ ନିଫ୍ଟି। ପ୍ରାରମ୍ଭିକ ମିନିଟ୍ ମଧ୍ୟରେ ଏହି ହ୍ରାସ ଆହୁରି ଗଭୀର ହୋଇଗଲା। ସେନସେକ୍ସ ୧୩୬୪.୬୭ ପଏଣ୍ଟ ହ୍ରାସ ପାଇ ୭୧,୭୬୯.୬୫ରେ ଚାଲିଲା କାରବାର। ସେହିପରି ନିଫ୍ଟି ୪୧୭.୬୦ ପଏଣ୍ଟ ହ୍ରାସ ପାଇ…

ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ପେଟ୍ରୋଲ ପମ୍ପରେ PUCC ଅନିବାର୍ଯ୍ୟ

କଟକ : ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ପିୟୁସିସି ନଥିଲେ ଟୋଲଗେଟରେ ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ। ରାଜ୍ୟ ସରକାର ଏପ୍ରିଲ ୧ ପର୍ଯ୍ୟନ୍ତ ପିୟୁସିସିକୁ କୋହଳ କରିଥିଲେ। କିନ୍ତୁ ୨ ତାରିଖରୁ ଅର୍ଥାତ ଆଜିଠାରୁ ଜୋରାଦାର ହେବ ଯାଞ୍ଚ। ପରିବହନ…