୮ ଘଣ୍ଟା ଧରି ଜଳୁଛି ସୁପରମାର୍ଟ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଭୁବନେଶ୍ବର: ଜଳୁଛି ସୁପର ମାର୍କେଟ। ଗତକାଲି ରାତିରୁ ନିଆଁ ଲାଗିଛି। ଦୀର୍ଘ ୮ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି ନିଆଁ। ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୮ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି…