Folk singer Neha Singh: ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଅଟକ ରଖିଲା ପୁଲିସ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକପ୍ରିୟ ଲୋକ ଗାୟିକାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଉତ୍ତର ପ୍ରଦେଶର ଲୋକ ଗାୟିକା ତଥା ମୋଦୀ ସରକାରଙ୍କ କଠୋର ସମାଲୋଚକ ନେହା ସିଂହ ରାଠୋରଙ୍କୁ ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଅଟକ ରଖିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମୟରେ ସୋସିଆଲ ମିଡିଆରେ…