Pahalgam attack anniversary: ‘ଭାରତ କେବେ ଭୁଲେ ନାହିଁ’, ପହଲଗାମ୍ ବର୍ଷି ପୂର୍ବରୁ ଆତଙ୍କବାଦୀଙ୍କୁ…
ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ଶତ୍ରୁ ଦେଶର ଆତଙ୍କବାଦୀଙ୍କୁ ଏହି କଠୋର ବାର୍ତ୍ତା ପଠାଇଛି। ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛି। ପୋଷ୍ଟରେ, ଭାରତୀୟ ସେନା ଲେଖିଛି, "ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ,…