ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୯୧ ଲକ୍ଷ ପାର କରିବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୦୯ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୦ ଲକ୍ଷ ୯୫ ହଜାର ୮୦୭କୁ ବୃଦ୍ଧି ପାଇଛି ।
ଲକ୍ଷେ ୩୩ ହଜାର ମୃତ
ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ ମହାମାରୀ ଆଉ ୫୦୧ ଆକ୍ରାନ୍ତଙ୍କ ଜୀବନ ନେଇଛି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୩ ହଜାର ୨୨୭ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୬% ।
୯୩% କରୋନା ଆକ୍ରାନ୍ତ ସୁସ୍ଥ
ଦେଶରେ ସୁସ୍ଥସଂଖ୍ୟା ୮୫ ଲକ୍ଷ ୨୧ ହଜାର ୬୧୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କରୋନାକୁ ଆରୋଗ୍ୟ ଲାଭ କରିଛନ୍ତି ୪୩ ହଜାର ୪୯୩ ଆକ୍ରାନ୍ତ । ଏବେ ଦୈନିକ ସୁସ୍ଥଙ୍କ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ସୁସ୍ଥ ହାର ରହିଛି ୯୩.୬୯% । ଏବେ ୪ ଲକ୍, ୪୦ ହଜାର ୯୬୨ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
- ପୂଜା ଖେଡକରଙ୍କ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କଲେ ସୁପ୍ରିମକୋର୍ଟ
- ପୁଣି ବଡ଼ ଧରଣର ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିପାତ
- ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକ
- ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍ଏମ୍ସିର ନୋଟିସ୍
- ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆର କ’ଣ ପଡୁଛ ପ୍ରଭାବ? ଭବିଷ୍ୟତ ପିଢି ପାଇଁ ସାଜୁଛି ବିପଦପୂର୍ଣ୍ଣ..
- କାହିଁକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଣି ହେଲା ମହାସ୍ନାନ?
- ନ୍ୟୁମେରୋଲଜି ବଦଳାଇଦେଲା ଜୀବନ: ମୁସଲମାନ ହୋଇ ମଧ୍ୟ ନୁଶରତ କରନ୍ତି ମାଆ ସନ୍ତୋଷୀଙ୍କ ବ୍ରତ
- ଘରେ ପହଞ୍ଚିବନି ରୋଷେଇ ଗ୍ୟାସ ସିଲିଣ୍ଡର, ସଂଘ ଦେଲା ଚେତାବନୀ
- ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !
Comments are closed.