ପୁରୀ: ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୋର୍ଡ ଅଫ ରେଭିନ୍ୟୁର ସଚିବ ତଥା ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ରୋଲ ଅବଜର୍ଭର ବିଜୟ କେତନ ଉପାଧ୍ୟାୟ, ପୁରୀ ପୌରପାଳିକା ତଥା ସଦରର ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଏ ନେଇ ଉପାଧ୍ୟୟ ବୁଥମାନଙ୍କର ବିଏଲଓ, ସୁପରଭାଇଜର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ନିର୍ବାଚନ ଜିତେନ୍ଦ୍ର ପାତ୍ର, ବିଡିଓ ସମ୍ବିତ କୁମାର ଶତପଥୀ, ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ ଏବଂ ଅଧିକାରୀମାନେ ସେମାନଙ୍କୁ ଏହି ସଂଶୋଧନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲାର ୧୫୯୩ ବୁଥରେ ଏହି ଅଭିଯାନ ଦିବସ ପାଳିତ ହୋଇଥିଲା ।
BREAKING NEWS
- ମୋଦୀଙ୍କ ଓଡ଼ିଆ ଅସ୍ମିତା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍?
- ତିନି ରାଜନୈତିକ ଦଳରେ ଟିକେଟ୍ ପାଇଁ ହେଉଛି କି ଟଙ୍କା କାରବାର?
- ‘ମେ ୬ରେ ବ୍ରହ୍ମପୁର ଗସ୍ତରେ ଆସିବେ ମୋଦୀ’
- ବିଜେପି କ୍ଷମତାକୁ ଆସିଲେ ବିଏସକେଓ୍ବାଇ ବନ୍ଦ ହୋଇଯିବ, ପାଣ୍ଡିଆନଙ୍କ ଅଭିଯୋଗରେ ଜବାବ ଦେଲେ ଧର୍ମେନ୍ଦ୍ର
- ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରାଜ୍ୟର ୩ଟି ସହର, ସର୍ବାଗ୍ରେ ବାରିପଦା
- ସତ୍ୟପାଠର ତଥ୍ୟରୁ ଖୁଲାସା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ
- ଜନ୍ମ ଦିନରେ ରୋହିତ ଆଇପିଏଲରେ ପୂନର୍ବାର ଫେଲ
- ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ
- ଟି୨୦ ବିଶ୍ୱକପ ଦଳ ଚୟନ: ହାର୍ଦ୍ଦିକଙ୍କୁ ନେଇ ହଜାରେ ପ୍ରଶ୍ନ
- ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ; ସାଇବର ଥାନାରେ ଏତଲା ଦେଲା ବିଜେପି